27.1 C
Bhubaneswar
Tuesday, October 22, 2024
Homeଓଡିଶା୨୫ ତାରିଖ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ : ସୁରେଶ ପୂଜାରୀ

୨୫ ତାରିଖ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ : ସୁରେଶ ପୂଜାରୀ

ଭୁବନେଶ୍ୱର : ୨୫ ତାରିଖ ସକାଳକୁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି । ପୋଲିସ ପାଟ୍ରୋଲିଙ୍ଗ ହେବ । ଅବପାତ ପାଇଁ ଗ୍ରାଉଣ୍ଡ ଜିରୋ ରେ ସମସ୍ତ ପ୍ରସ୍ତୁତି ସରିଛି । ପଲିଥିନ ଆବଶ୍ୟକ ହେଲେ ସବୁ ଜିଲ୍ଲା ରେ ପଲିଥିନ ଗଛିତ କରାଯାଇଛି । ସବୁ ବନ୍ଦର ର କୁ ରେଡ ଆଲର୍ଟ ଜାରି ।

ବାତ୍ୟାର ଦିଗ ବଦଳିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ୯ ଟି ଜିଲ୍ଲାରେ ରେଡ୍ ଆଲର୍ଟ ଓ ବାକି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ଯେଉଁମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ଏଡିଏମ୍ ଓ ବିଡ଼ିଓ ଭାବେ କାର୍ୟ୍ୟ କରିଛନ୍ତି ତାଲିକା ପ୍ରସ୍ତୁତ କରାଯାଉଛି ଯେଉଁ ବିଭାଗ ରେ ଥିବେ ସେଠୁ ଆଣି ଭିନ୍ନ ଭିନ୍ନ ଜିଲ୍ଲା କୁ ଯିବେ । ରେଡ୍ ଜୋନ୍ ଜିଲ୍ଲା ପାରାଦ୍ୱୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ଏନଡିଆରଏଫ୍ ଟିମ ବାହାରିସାରିଲେଣି । ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି ସରିଛି । ବାତ୍ୟା ସମୟ ରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking