32.1 C
Bhubaneswar
Saturday, October 19, 2024
Homeଓଡିଶାପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ

ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ

କେନ୍ଦ୍ରାପଡା: ପୂର୍ବତନ ବିଧାୟକ ଉତ୍କଳୀ କେଶରୀ ପରିଡାଙ୍କ ପରଲୋକ । କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଥିଲେ ଉତ୍କଳୀ କେଶରୀ ପରିଡା । ୬୫ ବୟସ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ବିଧାୟକଙ୍କ ଦେହାନ୍ତ ନେଇ ପୁଅ କଳିଙ୍ଗ କେଶରୀ ପରିଡାଙ୍କ ସୂଚନା। ଉତ୍କଳ କେଶରୀ ପରିଡ଼ା ଜଣେ ବିଶିଷ୍ଟ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ୟ୍ୟ କରୁଥିଲେ। ସେ ୨୦୦୪ ମସିହାରେ ବିଧାନସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିଲେ। ସେ ୧୯୬୧ ମସିହାର ଜାନୁଆରୀ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking