28.1 C
Bhubaneswar
Monday, February 23, 2026
Homeଅପରାଧଯୁବକଙ୍କ ବେକ କାଟି ନିର୍ମମ ହତ୍ୟା

ଯୁବକଙ୍କ ବେକ କାଟି ନିର୍ମମ ହତ୍ୟା

ମାଲକାନଗିରି: ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଏମ.ଭି.-୮ ଗ୍ରାମରେ ହତ୍ୟାକାଣ୍ଡ। ମିଲନ ମଜୁମଦାର ନାମକ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରି ମନସା କଲୋନୀ ଗାଁ ନିକଟସ୍ଥ ଖେଳ ପଡ଼ିଆରେ ଫିଙ୍ଗି ଦେଇଛନ୍ତି। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଆଜି ସକାଳେ ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀ ଧରା ପଡିନଥିବା ବେଳେ ହତ୍ୟାର କାରଣ ମଧ୍ୟ ଜଣା ପଡିନାହିଁ। ଘଟଣା ସ୍ଥଳରେ ମଦ ବୋତଲ, ଜୋତା ପଡି ରହିଥିବା ଦେଖିବାକୁ ମିଳିଛି। ମଦ ନିଶାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking