32.1 C
Bhubaneswar
Saturday, February 14, 2026
Homeଓଡିଶାଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ

ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ

ଚନ୍ଦ୍ରଭାଗା : ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗେଲେ ୩ ଜଣ । ଗାଧୋଉଥିବା ବେଳେ ୩ ଯୁବକ ଭାସିଯାଇଥିବା ନେଇ ସୂଚନା ମିଳିଛି । ଲାଇଫଗାର୍ଡ ଦ୍ୱାରା ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ରହିଛନ୍ତି । ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking