28.1 C
Bhubaneswar
Thursday, October 17, 2024
Homeଓଡିଶାସଂଧ୍ୟା ସୁଦ୍ଧା  ପାଇଯିବେ ୬୦ ଲକ୍ଷ :  ପ୍ରଭାଜୀ ପରିଡା

ସଂଧ୍ୟା ସୁଦ୍ଧା  ପାଇଯିବେ ୬୦ ଲକ୍ଷ :  ପ୍ରଭାଜୀ ପରିଡା

ଭୁବନେଶ୍ୱର : ବାରିପଦା ଛଉ ପଡିଆ ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବକ୍ତବ୍ୟ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କ ଟଙ୍କା ଦିଆଗଲା । ସଂଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଚାଲିଯିବ । ଗୋଟିଏ ଯୋଜନାରେ ୨ ମାସରେ କୋଟିଏ ମହିଳା କେବେ ଯୋଡି ହୋଇନଥିଲେ । ଏକ କୋଟି ମହିଳା ଗୋଟିଏ ଯୋଜନାରେ ଯୋଡିହେବା ଏକ ରେକର୍ଡ । ଏଯାବତ ୧ କୋଟି ୬୦ ଲକ୍ଷ ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି । ସେଥିରୁ ପ୍ରାୟ ୧.୫ କୋଟି ମହିଳାଙ୍କ ଫର୍ମ ରେଜଷ୍ଟ୍ରେସନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking