26.9 C
Bhubaneswar
Monday, October 7, 2024
Homeଦେଶ ବିଦେଶମାସକୁ ଥରେ ନକ୍ସଲ ମୁକାବିଲା ନେଇ ସମୀକ୍ଷା ହେବ : ଅମିତ ଶାହା

ମାସକୁ ଥରେ ନକ୍ସଲ ମୁକାବିଲା ନେଇ ସମୀକ୍ଷା ହେବ : ଅମିତ ଶାହା

ଭୁବନେଶ୍ୱର : ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ବୈଠକ ଅନୁଷ୍ଠିତ ହେଉଛି । ଆଉ ଏଥିରେ ଅଧ୍ୟକ୍ଷତା କରି ଗୃହମନ୍ତ୍ରୀ ଅମିତ ଶାହା ବୈଠକରେ ଯୋଗଦେଇଥିବା ମାଓପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଟାସ୍କ ଦେଇଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ପୁଲିସ ଡିଜିମାନଙ୍କୁ ମଧ୍ୟ ଟାସ୍କ ଦେଇଛନ୍ତି । ତାହା ହେଲା ମୁଖ୍ୟମନ୍ତ୍ରୀ ମାସକୁ ଥରେ ନକ୍ସଲ ମୁକାବିଲା ନେଇ ସମୀକ୍ଷା କରିବେ । ସେହିପରି ପୁଲିସ ଡିଜି ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରିବେ । ଜିଲ୍ଲାସ୍ତରରେ ଡିଜିପି ମାସକୁ ଥରେ ଯାଇ ସେଠାରେ ରାତ୍ରିଯାପନ କରିବେ । ସୁରକ୍ଷା କର୍ମୀଙ୍କ ସହ ମିଶି ଡିଜିପି ସେମାନଙ୍କ ମନୋବଳ ବଢ଼ାଇବେ ବୋଲି ଅମିତ ଶାହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking