ଭୁବନେଶ୍ୱର : ଓଏସଏସଏସସି ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ । ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିକ୍ଷୋଭ ଆରଆଇ,ଏଆରଆଇ,ଅମିନ,ଆସିଡିଏସ ପରୀକ୍ଷା ଆଦି ବାତିଲ ଦାବିରେ ବିକ୍ଷୋଭ । ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ କଲେ ପରୀକ୍ଷାର୍ଥୀ । ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।









