29.8 C
Bhubaneswar
Monday, October 7, 2024
Homeଓଡିଶାପ୍ରସନ୍ନଙ୍କୁ ସମୀରଙ୍କ ଟାର୍ଗେଟ

ପ୍ରସନ୍ନଙ୍କୁ ସମୀରଙ୍କ ଟାର୍ଗେଟ

ଭୁବନେଶ୍ୱର : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମୀର ମହାନ୍ତିଙ୍କ ଟାର୍ଗେଟ । ଦଳ ପରଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡିଶା ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାନ୍ତି । ଲୋକକଲ୍ୟାମକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ମନ୍ତବ୍ୟ ଦେଉଛନ୍ତି । ୨୪ ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ପରାଜୟର କାରଣ । ସରକାର ଗଠନର ଶହେ ଦିନରେ ପ୍ରତିଶ୍ରୁତି ପାଳନ କରିଛୁ । ବିଜେପିର ଲୋକପ୍ରିୟତା ନେଇ ଚିନ୍ତା ଘାରିବା ସ୍ୱାଭାବିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking