30.1 C
Bhubaneswar
Monday, September 30, 2024
Homeଓଡିଶାଚେତାବନୀ ଦେଲେ ନୂଆ ସିପି ଦେବଦତ୍ତ ସିଂହ

ଚେତାବନୀ ଦେଲେ ନୂଆ ସିପି ଦେବଦତ୍ତ ସିଂହ

ଭୁବନେଶ୍ୱର : ସିପି ଦାୟିତ୍ୱ ନେଲା ପରେ ଦେବଦତ୍ତ ସିଂହଙ୍କ ପ୍ରତିକ୍ରିୟା । ପୋଲିସ ଏକା ସାଙ୍ଗରେ କଠୋର ଓ ନରମ ଆଭିମୁଖ୍ୟ ନେବ କହିଲେ । ଅପରାଧୀଙ୍କ ପ୍ରତି କଠୋର, ଲୋକଙ୍କ ପ୍ରତି ନରମ ମନୋଭାବ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବୁ । ଆଇନ ପରିସରରେ ରହି ଯଥା ସମ୍ଭବ ନ୍ୟାୟ ଦିଆଯିବ । ଆମ ପାଖକୁ ଯିଏ ଆସିବ ତାଙ୍କ ପ୍ରତି ନରମ ଭାବେ କଥା ହେବ ପୋଲିସ । ସମାନ ଢଙ୍ଗରେ ଅପରାଧୀଙ୍କ ପ୍ରତି ବି କଠୋର ହେବ ପୋଲିସ । ଲୋକଙ୍କୁ ଅସୁବିଧାରେ ପକାଉଥିବା ତତ୍ତ୍ୱଙ୍କ ପ୍ରତି କଠୋର ହେବୁ । ସାଧାରଣ ଲୋକଙ୍କୁ ସମ୍ବେଦନଶୀଳ ପୋଲିସିଂ ହେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking