27.1 C
Bhubaneswar
Saturday, September 28, 2024
Homeଓଡିଶାବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ

ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ

ଗୋପ: ବୁଧବାର ସକାଳେ ଧାନ ବିଲରେ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଗୋପ ଥାନା ଅଣ୍ଢରା ଇଚ୍ଛାପୁର ପଞ୍ଚାୟତ ବଡ଼ମଠ ଗ୍ରାମର ଚିତ୍ରସେନ ରାଉତ (୪୦) ବୋଲି ଜଣାପଡ଼ିଛି । ଚିତ୍ରସେନ ନିଜ ବିଲରେ କାର୍ଯ୍ୟ କରୁଥିବାବେଳେ ହଠାତ୍ ବଜ୍ରାଘାତ ଘଟିଥିଲା । ବଜ୍ରାଘାତରେ ଚିତ୍ରସେନ ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking