27.1 C
Bhubaneswar
Tuesday, September 24, 2024
Homeଓଡିଶାସ୍କୁଲରେ ବଜ୍ରପାତ ; ପାଚିକା ଗୁରୁତର

ସ୍କୁଲରେ ବଜ୍ରପାତ ; ପାଚିକା ଗୁରୁତର

ଆଠଗଡ : ତୋଟାପଡା ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତ । ବଜ୍ରପାତରେ ଫାଟିଲା ବିଦ୍ୟାଳୟ କାନ୍ଥ, ପାଚିକା ଗୁରୁତର । ଇଲେକ୍ଟ୍ରି ବୋର୍ଡ ଫାଟିବା ସହ ଛିଣ୍ଡିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ତେବେ ଗୁରୁତର ପାଚିକାଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜବେଷ୍ଟସ୍ ଘରେ ପାଠ ପଢାକୁ ବିରୋଧ କରି ତାତିଲେ ଅଭିଭାବକ । ତୋଟାପଡା ଠାରେ ଖଣ୍ଟୁଣୀ-ନରସିଂହପୁର ରାସ୍ତା ରୋକ କଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking