28.1 C
Bhubaneswar
Tuesday, September 24, 2024
Homeଓଡିଶା୨ ଛାତ୍ରୀଙ୍କୁ ଝୁଣିଦେଲା କୁକୁର

୨ ଛାତ୍ରୀଙ୍କୁ ଝୁଣିଦେଲା କୁକୁର

କୃଷ୍ଣପ୍ରସାଦ : ପୁରୀରେ ଅଘଟଣ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗାଁରେ ଘଟିଛି ଅଭାବନୀୟ ଘଟଣା । ୨ ଛାତ୍ରଙ୍କୁ ଝୁଣି ପକାଇଲା କୁକୁର । ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ କାମୁଡିଲା କୁକୁର । ୨ ଛାତ୍ର ଗୁୁରୁତର ଅବସ୍ଥାରେ କୃଷ୍ଣପ୍ରସାଦ ମେଡିକାଲରେ ଭର୍ତ୍ତି  କରାଯାଇଛି । ୨ ଛାତ୍ର ମୋରଡା ୟୁପି ସ୍କୁଲର ଚତୁର୍ଥ ଶ୍ରେଣୀର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking