29.1 C
Bhubaneswar
Saturday, September 21, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା ....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା ….

ମେଷ : ଆଜି ବ୍ୟବସାୟରେ ନିଜ ଲୋକମାନେ ହଇରାଣ କରିବେ। ସ୍ୱାସ୍ଥ୍ୟପ୍ରତି ସତର୍କ ରୁହନ୍ତୁ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ମହିଳାମାନେ ସତର୍କ ରୁହନ୍ତୁ ।

ବୃଷ : ଆର୍ଥିକ ଅବସ୍ଥ୍ୟ ସ୍ୱଚ୍ଛଳ ରହିବ। ପରିବାରରେ ଭାତୃବିବାଦ ଲାଗିରହିବ। ନିଜ କାର୍ଯ୍ୟରୁ ଫାଇଦା ଉଠାଇବେ। ଆର୍ଥିକ ଭାବନାରେ ଶାନ୍ତି ପାଇବେ। ମହିଳାମାନେ ବିଦ୍ୟାର୍ଥୀଙ୍କୁ ସମର୍ଥନ କରିବେ।

ମିଥୁନ : କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ କରିବେ। ଗୃହ ସଜ୍ଜାରେ ସମୟ ଦେବେ। କାର୍ଯ୍ୟକୁ ଆଗେଇ ନେବେ। ଗୃହରେ ମତାନ୍ତର ଘଟିବ। ବ୍ୟବସାୟ ପାଇଁ ଆଲୋଚନା କରିବେ। ଅନ୍ୟକୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

କର୍କଟ : ବ୍ୟବସାୟରେ ଲାଭବାନ ହେବେ। ଶରୀର ସୁସ୍ଥ ରହିବ। ବାଣିଜ୍ୟକ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରର ପରିସୀମା ବୃଦ୍ଧିପାଇବ। ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ।

ସିଂହ : ଆଜି ଗୃହରେ ବହୁଦିନର କଥା ଆଲୋଚନା ହେବ। ପରିସ୍ଥିତି ଲାଭପ୍ରଦ ହେବ। କର୍ମବନ୍ଧନ ଯୋଗ ପ୍ରାପ୍ତ ହେବ। ମନ୍ଧୁମେଳରେ ମତାନ୍ତର ଘଟିବ। ଆୟ ଯୋଗ ଅଛି।

କନ୍ୟା: ଆଜି କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କ୍ଳାନ୍ତି ଓ ଅବସାନ୍ନ ରହିବେ। ହଠାତ ଗୃହରେ ଝାମେଲା ଦେଖାଦେବ। ମାଆଙ୍କ ମନରେ ଆଘାତ ଦେଇପାରନ୍ତି।

ତୁଳା: ଆଜି ନୂଆ ନୂଆ କାର୍ଯ୍ୟପନ୍ଥା ପ୍ରତି ଆଗ୍ରହ ବଢ଼ିବ। ବନ୍ଧୁ ସହଯୋଗ ମିଳିବ। ମାନସିକ ସ୍ଥିତି ସୁଧାର ଆସିବ। କାର୍ଯ୍ୟ ସଫଳତା ହେବେ। ଲୋକ ସମ୍ପର୍କ ବଢ଼ିପାରେ। ପ୍ରେମରେ ସଫଳତା ଲାଭ କରିବେ।

ବିଛା : ଆଜି ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ। ନିରବ ଦ୍ରଷ୍ଟା ସାଜିବେ। ମାନସିକ ଶାନ୍ତି ପାଇବେ। ଦୈନଦିନ କାର୍ଯ୍ୟରେ ଲାଗିବେ। ଆଶା ସଫଳ ହେବ। ଧର୍ମ କାର୍ଯ୍ୟରେ ଲାଗି ରହିବେ। ମହିଳାମାନେ ଦୂର ଯାଗାକୁ ଯିବେ।

ଧନୁ : ଉଦବେଗ ଦୂରେଇଯିବ। ଯାତ୍ରାକଲେ ଲାଭବାନ ହେବେ। ଅଯଥା ହନ୍ତସନ୍ତ ହୋଇପାରନ୍ତି। ଅନିଶ୍ଚିତତା ଅନୁଭବ କରିବେ। ମହିଳା ଓ ବିଦ୍ୟାର୍ଥୀମାନେ ଜଗି ରଖି ଚଳିବେ।

ମକର: ଆଜି ପୈତୃକ ସମ୍ପତିକୁ ନେଇ ଅଶାନ୍ତି ଉପୁଜିବ। କାର୍ଯ୍ୟକରି ସନ୍ତୋଷ ହେବେ। ଆତ୍ମୀୟମାନଙ୍କୁ ସମର୍ଥନ କରିପାରନ୍ତି। କ’ଣ କରିବେ କିଛି ସ୍ଥିର କରିପାରିବେ ନାହିଁ।

କୁମ୍ଭ: ମନରେ ଆନନ୍ଦ ପାଇବେ। ଅର୍ଥାଭାବରୁ ଶାନ୍ତି ମିଳିବ। ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି। ବନ୍ଧୁ ସହଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଆନନ୍ଦ ପାଇବେ।

ମୀନ: ଆଜି ସତ୍‌ସଙ୍ଗରେ ଯୋଗଦେଇ ଖୁସି ହେବେ। ଆଲୋଚନାରୁ ଉପକାର ମିଳିବ। କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ। ଚାକିରିରେ ଭ୍ରମଣ ଯୋଗ ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking