25.9 C
Bhubaneswar
Tuesday, April 7, 2026
Homeଓଡିଶାଝାମ୍ପିନେଲେ ସୁନା ଚେନ

ଝାମ୍ପିନେଲେ ସୁନା ଚେନ

କରଞ୍ଜିଆ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ । ମହିଳାଙ୍କ ବେକରୁ ସୁନା ଚେନ୍ ନେଇ ଫେରାର ମାରିଲେ ୨ ଦୁର୍ବୃତ୍ତ । କରଞ୍ଜିା ଗୋଲେଇ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking