29.6 C
Bhubaneswar
Monday, June 29, 2026
Homeଓଡିଶାମେଜରଙ୍କ ସପକ୍ଷରେ ସେନା

ମେଜରଙ୍କ ସପକ୍ଷରେ ସେନା

ଭୁବନେଶ୍ୱର : ଭରତପୁର ମାମଲାରେ ବରିଷ୍ଠ ସେନା ଅଧିକାରୀଙ୍କ ଚିଠି । ଲେଫ୍ଟନାଣ୍ଟ ଜେନେରାଲ ପିଏସ.ଶେଖାୱତଙ୍କ ଅନୁରୋଧ । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଶେଖାୱତଙ୍କ ଚିଠି । ମାମଲାରେ ହାଇକୋର୍ଟ ନିଜଆଡୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ସେନାରେ କାର୍ଯ୍ୟରତ ଅଧିକାରୀଙ୍କ ସମ୍ମାନହାନୀ ହୋଇଛି । ମେଜରଙ୍କ ବାନ୍ଧବୀଙ୍କୁ ମଧ୍ୟ ପୁଲିସ ଦୁର୍ବ୍ୟବାହାର କରିଛି । ଯିଏକି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking