28.1 C
Bhubaneswar
Thursday, September 19, 2024
Homeଓଡିଶାଶକ୍ତି ସଂରକ୍ଷଣ ପାଇଁ କେ.ଭିଙ୍କ ଅପିଲ

ଶକ୍ତି ସଂରକ୍ଷଣ ପାଇଁ କେ.ଭିଙ୍କ ଅପିଲ

 ଭୁବନେଶ୍ୱର : ସ୍ମାର୍ଟ ମିଟର ଅବ୍ୟବସ୍ଥାକୁ ନେଇ ଶକ୍ତି ମନ୍ତ୍ରୀଙ୍କ ଉତ୍ତର । ବଧାୟକ ଅଶୋକ ଦାସଙ୍କ ପ୍ରଶ୍ନରେ ଶକ୍ତି ମନ୍ତ୍ରୀଙ୍କ ଉତ୍ତର । ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣା ବିଜୁଳି ଆଶା ରଖନାହିଁ । ଉପଭୋକ୍ତାଙ୍କୁ ସଚେତନା ପାଇଁ ଭିଡିଓ, ମେସେଜ ପଠାଯାଉଛି । ଅନେକ ସମୟରେ ସୁଇଚ୍ ଅଫ୍ କେହି କରୁନାହାଁନ୍ତି । ଉପଭୋକ୍ତାଙ୍କୁ ସଚେତନା ପାଇଁ ବିଧାୟକଙ୍କୁ କଲେ ଅପିଲ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking