14.1 C
Bhubaneswar
Friday, December 19, 2025
Homeଓଡିଶା୨୩ ବର୍ଷରେ କାଟିଛନ୍ତି ୨୬ ଲକ୍ଷରୁ ଅଧିକ ଗଛ

୨୩ ବର୍ଷରେ କାଟିଛନ୍ତି ୨୬ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର : କଟା ହୋଇଛି ୨୬ ଲକ୍ଷ ୭୫ ହଜାର ବୃକ୍ଷ । ତା ପୁଣି ମାତ୍ର ୨୩ ବର୍ଷ ମଧ୍ୟରେ । ଆମ ରାଜ୍ୟରେ କିଛି ଏଭଳି ଗଛ କଟାର ବିକଳ ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କୁ ତାହା ଚକିତ କରିଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି । ଗତ ନବୀନ ସରକାରରେ ବର୍ଷ ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking