28.1 C
Bhubaneswar
Thursday, September 19, 2024
Homeଓଡିଶାଶହ ଶହ ଗାଁ ପ୍ରଭାବିତ ହେବେ : ବିଜେଡି

ଶହ ଶହ ଗାଁ ପ୍ରଭାବିତ ହେବେ : ବିଜେଡି

ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗ ; ବିଜେଡିର ପ୍ରେସମିଟ୍ । ପୋଲାଭରମ ପଷ୍ଠଳୂ ଯୋଗୁଁ ଶହଶହ ଗାଁ ପ୍ରଭାବିତ ହେବ । କାଲିମେଳା, ପଢିଆର ଅନେକ ଗାଁ ପ୍ରାଭାବିତ ହେବ । ଆଜି ମାଲକାନଗିରିରେ ୨୩୬ ମିମିରୁ ଅଧିକ ବର୍ଷା । ଅଧିକ ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି ମାଲକାନଗରି । ପୋଲାଭାରମ ଯୋଗୁଁ ଜୀବନଜୀବକା ଉଜୁଡିଯବ । ବଭନ୍ନ ସମୟରେ ନ୍ୟାୟକ ପ୍ରକ୍ରୟା ଓ କେନ୍ଦ୍ରକୁ ଜଣାଯାଇଛି । ଗୋଦାବରୀ ଟ୍ରୀବ୍ୟୁନାଲ ନଷ୍ପତ୍ତକୁ ଖୋଲା ଉଲ୍ଲଂଘନ । କୋର୍ଟଙ୍କ ନର୍ଦ୍ଦେଶନାମା ସତ୍ତ୍ୱେ ମଧ୍ୟ କାମ ହୋଇଛି । ବଜେଟ୍‌ରେ ୧୫ ହଜାର କୋଟି ଟଙ୍କାର ବ୍ୟବସ୍ଥା । ଏହାକୁ ନେଇ ମାଲକାନଗିିରିବାସୀଙ୍କ ମନରେ ଆଶଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking