35.1 C
Bhubaneswar
Thursday, April 2, 2026
Homeଅପରାଧଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କାମାକ୍ଷାନଗର : ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା l ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ୧୫ ହଜାର ଟଙ୍କା l କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣାl ଗାଁର ଅଫସନା ବିବିଙ୍କ ଘରେ ବିଳମ୍ବିତ ରାତିରେ ଝରକା ତାଡ଼ି ଓ ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ହୋଇଛି ଲୁଟ୍l ସୂଚନା ଅନୁସାରେ ଅଫସନା ବିବିଙ୍କ ଘରେ ଗତକାଲି ତାଙ୍କ ଶାଶୁ, ପିଲାଛୁଆ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରର ଝରକା ତାଡ଼ି ଓ ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ଗୋଟିଏ ସୁନା ନେକଲେସ, ହଳିଏ ଝୁମକା, ଦୁଇ ହଳ କାନଫୁଲ, ଦୁଇଟି ମୁଦି ସମେତ ନଗଦ ୧୫ହଜାର ଟଙ୍କା ଲୁଟି ନେଇଛନ୍ତିl ସେହିପରି ଦୁଇଟା କୁମ୍ପାରେ ଥିବା କିଛି ଟଙ୍କା ମଧ୍ୟ ଲୁଟିଛନ୍ତି ଦୁର୍ବୃତ୍ତl

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking