28.1 C
Bhubaneswar
Friday, September 20, 2024
Homeଓଡିଶା୫୮ ସବଡିଭିଜନରେ ଶୀତଳଭଣ୍ଡାର

୫୮ ସବଡିଭିଜନରେ ଶୀତଳଭଣ୍ଡାର

ଭୁବନେଶ୍ୱର : ୫୮ଟି ସବଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ । ନୂଆଁଖାଇରେ ଘୋଷଣା କଲେ କୃଷିମନ୍ତ୍ରୀ । ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡିବନି । ପଶ୍ଚମବଙ୍ଗ ଆମକୁ ବ୍ଲାକମେଲ କରିିପାରିବେନି ବୋଲିି କହଲେ କୃଷିି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking