27.1 C
Bhubaneswar
Thursday, March 26, 2026
Homeଓଡିଶାମା ସମଲେଇଙ୍କ ପାଖରେ ଲାଗି ହେଲା ନବାନ୍ନ

ମା ସମଲେଇଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ଲାଗି ହେଲା ନବାନ୍ନ। ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି। ଏବେ ପାର୍ଶ୍ବ ଦେବାଦେବୀଙ୍କ ପାଖରେ ନବାନ୍ନ ଲାଗି କରାଯାଉଛି। ଏଣେ ପଶ୍ଚିମ ଓଡ଼ିଶାର ଗଣପର୍ବ ପାଳିତ ହେଉଛି। ନୂଆଖାଇ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିଲା। ପୂର୍ବରୁ ରାଜ୍ୟ ସରକାର ନୂଆଖାଇ ପାଇଁ ସେପ୍ଟେମ୍ବର ୯ ତାରିଖ (ସୋମବାର)କୁ ଛୁଟି ଘୋଷଣା କରିଛନ୍ତି। ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୯ ତାରିଖ ସୋମବାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking