ଲଦାଖ : କେନ୍ଦ୍ରାଶାସିତ ଅଞ୍ଚଳ ଲଦାଖରେ ୫ ନୂଆ ଜିଲ୍ଲା ଗଠନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଗଠନ କଲା ୫ ନୂଆ ଜିଲ୍ଲା । ସୂଚନା ଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଜନସ୍କାର, ଦ୍ରାସ୍ , ଶାମ୍ , ନୁବ୍ରା ଏବଂ ଚାଙ୍ଗଥାଙ୍ଗ ନୂଆ ଜିଲ୍ଲା ।