26.1 C
Bhubaneswar
Wednesday, February 4, 2026
Homeଖାଦ୍ୟଖରାଦିନେ ଚିକେନ ଖାଇଲେ କଣ ହେବ...

ଖରାଦିନେ ଚିକେନ ଖାଇଲେ କଣ ହେବ…

ଭୁବନେଶ୍ୱର : ଖରାଦିନେ ସ୍ୱାସ୍ଥ୍ୟ ବିଶେଷଜ୍ଞ ହାଲୁକା ଖାଦ୍ୟ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି। କାରଣ ଅତ୍ୟଧିକ ଖରା, ଗରମ କାରଣରୁ ପାଚନ ତନ୍ତ୍ର ଧିମା କାର୍ୟ୍ୟ କରିଥାଏ। ଏହା ପରେ ମଧ୍ୟ ଖରାଦିନେ ଅଧିକାଂଶ ଲୋକେ ତେଲ, ମସଲାଯୁକ୍ତ ଖାଦ୍ୟ ଗ୍ରହଣ କରି ଥାଆନ୍ତି। ଆମିଷ ଖାଦ୍ୟ ଏପରିକି ଚିକେନ୍ ମଧ୍ୟ ଅଧିକ ସେବନ କରି ଥାଆନ୍ତି। ତେବେ ପ୍ରଶ୍ନ ଆସିଥାଏ, ଖରାଦିନେ ଚିକେନ ଖାଇବା ଉଚିତ୍ କି ଅନୁଚିତ୍।
ଖରାଦିନେ ଚିକେନ୍ ଖାଉଥିଲେ, ମସଲା ବ୍ୟବହାର କରି ଏହାର ସେବନ କରନ୍ତୁ ନାହିଁ। ନିୟମିତ ବଦଳରେ ମାସକୁ ଥରେ ଖାଇପାରିବେ।
ଅଧିକ ତେଲ ମସଲାଯୁକ୍ତ ଚିକେନ୍ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ମୋଟାପଣ ବୃଦ୍ଧି ସହ ପେଟ ଜନିତ ରୋଗର କାରଣ ପାଲଟିଥାଏ।
ସୀମିତ ମାତ୍ରାରେ ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking