ଭୁବନେଶ୍ୱର : ସୁବାସ ଚନ୍ଦ୍ର ମିଶ୍ରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ବାଜ୍ୟାପ୍ତ ହେବ । ୫ କୋଟି ୮୬ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତ ହେବ । ଅନୁମତି ଦେଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ । ୨୦୨୪ ରେ ରେଡ୍ କରିଥିଲା ଭିଜିଲାନ୍ସ ।