26.1 C
Bhubaneswar
Friday, April 3, 2026
Homeଓଡିଶାନଦୀକୁ ଡେଇଁଲେ ମା’-ପୁଅ

ନଦୀକୁ ଡେଇଁଲେ ମା’-ପୁଅ

ସାଲେପୁର : ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’-ପୁଅ । ନିଶ୍ଚିତକୋଇଲି ନେମାଳ ବ୍ରିଜ ଉପରୁ ଡେଇଁଲେ ମା’-ପୁଅ । ପୁ୍‌ଅକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଏବଂ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ନଦୀରୁ ଏଯାଏଁ ଉଦ୍ଧାର ହୋଇନାହାନ୍ତି ମହିଳା । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ବେଳାଭୂମୀରେ କ୍ଷତାକ୍ତ ଶବ ଠାବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking