30.1 C
Bhubaneswar
Saturday, May 9, 2026
Homeଓଡିଶାବିଜେପି ଉପରେ ବର୍ଷିଲା ବିଜେଡି

ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର : ବିଜେପି ସରକାର ବିରୋଧରେ ବର୍ଷିଲା ବିଜେଡି । ମୁଖ୍ୟମନ୍ତ୍ରୀ କେବଳ ଦିଲ୍ଲୀ ଯାଉଛନ୍ତି ନିର୍ଦ୍ଦେଶ ନେବା ପାଇଁ । କେନ୍ଦ୍ର ଅସ୍ମିତା ରକ୍ଷା କରିବାକୁ ସେ ଆସିଛନ୍ତି ବୋଲି କହିଲେ ଲେଖାଶ୍ରୀ । ଏଠି ସିଏମଓ ନୁହେଁ ପିଏମଓର ବ୍ରାଞ୍ଚ ଅଫିସ ଆସିଛି । ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ଘେରିଲେ ଲେଖାଶ୍ରୀ ।

ବିଧାୟକଙ୍କୁ ତାଲିମ ; ଯୋଗଦେବନି ବିଜେଡି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking