26.1 C
Bhubaneswar
Friday, April 3, 2026
Homeଅପରାଧଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ପୁରୀ : ପୁରୀ ବଳିଆପଣ୍ଡା ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ହତ୍ୟା କରାଯିବା ପରେ ଦୁର୍ବୃତ୍ତମାନେ ରାସ୍ତାରେ ତାଙ୍କ ମୃତଦେହ ଫିଙ୍ଗି ଚାଲିଯାଇଛନ୍ତି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି। ଯୁବକ ଜଣକୁ ଅନ୍ୟ କେଉଁଠାରେ ହତ୍ୟା କରାଯିବା ପରେ ଏଠାରେ ଆଣି ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking