17.1 C
Bhubaneswar
Wednesday, February 11, 2026
Homeଓଡିଶାବସକୁ ଧକ୍କା ଦେଲା ଟ୍ୟାଙ୍କର ; ୧୦ ଯାତ୍ରୀ ଗୁରୁତର

ବସକୁ ଧକ୍କା ଦେଲା ଟ୍ୟାଙ୍କର ; ୧୦ ଯାତ୍ରୀ ଗୁରୁତର

ମାର୍ଶାଘାଇ : ବସକୁ ଧକ୍କା ଦେଲା ଟ୍ୟାଙ୍କର। ହଜାରୀ ଛକରେ ବସ୍ ଓ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ଜଣ ବସ୍ ଯାତ୍ରୀ ଗୁରୁତର ଅଛନ୍ତି। ଦୁର୍ଘଟଣା ଘଟିବା ମାତ୍ରେ ସଙ୍ଗେ ସଙ୍ଗେ ଏହି ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ପାରାଦୀପରୁ ଚଣ୍ଡିଖୋଲ ଯାଉଥିଲା ଏହି ଯାତ୍ରୀବାହୀ ବସ୍‌। କେନ୍ଦ୍ରାପଡା ମାର୍ଶାଘାଇ ୫୩ ନମ୍ବର ରାଜପଥରେ ଥିବା ହଜାରୀ ଛକରେ ବସକୁ ତେଲ ଟ୍ୟାଙ୍କର ଧକ୍କା ଦେଇଥିବା ଜଣାପଡିଛି। ଏହାପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଏହି ବସରେ ୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking