26.6 C
Bhubaneswar
Wednesday, April 15, 2026
Homeଓଡିଶାବ୍ୟାସ ନଗର ଇନର ହୂଇଲ କ୍ଲବ୍ ଅଧିଷ୍ଠାନ ଦିବସ ପାଳିତ

ବ୍ୟାସ ନଗର ଇନର ହୂଇଲ କ୍ଲବ୍ ଅଧିଷ୍ଠାନ ଦିବସ ପାଳିତ

ଯାଜପୁର : ଇନର ହୁଇଲ କ୍ଲବ ବ୍ୟାସନଗର ସଦସ୍ୟା ମାନଙ୍କ ଦ୍ୱାରା ରବିବାର ଚୋରାଦା ମହାନ୍ତି ପାଞ୍ଚ ମୁଖୀ ହନୁମାନ ସଭା ଗୃହ ରେପ୍ରତିଷ୍ଠା ଦିବସ ମହା ସମାହାର ରେ ଅନୁଷ୍ଟିତ ହୋଇଥିଲା l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବ ରେ ଯାଜପୁର ଡି ଆଇ ଟି ଡୋ ଲି ପୁର ନଙ୍ଗୁଅl ର ପ୍ରିନ୍ସପାଲ ନିବେଦିତା ଗୁରୁ ମୂଖ୍ୟ ବ୍ୟକ୍ତl ବିଶିଷ୍ଟ ଶ୍ରମିକ ନେତା ଵିଦ୍ୟା ଧର ମହାନ୍ତି ସମ୍ମାନ ଅଥିତି ଅଧ୍ୟାପିକା କବିୟତ୍ରି ନିଳୀମା ଦାଶ ଏବି ଓ ଅଜିତ କୁମାର ଜେନା ପ୍ରମୁଖ ଯୋଗ ଦେଇ ଥିଲେ l 2024-25 ବର୍ଷ ପାଇଁ ସସ୍ମିତା ସ୍ୱାଇଁ ସଭାପତି, ଅନୁପମା ପଟ୍ଟନାୟକ ସମ୍ପାଦିକା,ଭାବେ ଦାଇତ୍ୱ ହସ୍ତାନ୍ତର ହୋଇ ଥିଲା l ପୂର୍ବତନ ସଭାପତି ଅନୁପମା ଜେନା ଓ ସମ୍ପାଦିକା ବିଜୟଶ୍ରୀ ଓଝା. ଯାଜପୁର ଟାଉନ ଇନର ହୁଇଲ କ୍ଲବ ର ସଭାପତି ଓ ସଦସ୍ୟା ମାନେ ପହଂଚି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ. ଦୁଇ ଜଣ ନୂଆ ସଦସ୍ୟା କ୍ଲବ ରେ ଯୋଗଦାନ କଲେ l କ୍ଲବ ର ସଦସ୍ୟା ମାନଙ୍କ ମଧ୍ୟରେ ଶ୍ରୀମତୀ ଚିନ୍ମୟୀ ମହାନ୍ତି, ନିରୁପମା ମଲିକ, ଅନୁପମା ଜେନା, ନିଯୁକ୍ତା ସାହୁ,କିରାନବାଳା ମଲ୍ଲିକ, କବିତା ନାୟକ, କଳ୍ପନା ପରିଡା, ବିଜୟଶ୍ରୀ ଓଝା ମୀତାଞ୍ଜଳି ରାଉତ, ଆଦି ଯୋଗଦାନ କରିଥିଲେ. ସୁଶ୍ରୀ ଜିଜ୍ଞାସା ଜେନା ସଭା ପରିଚାଳନା କରିଥିବା ବେଳେ ଶ୍ରୀମତୀ ଚିନ୍ମୟୀ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking