31.1 C
Bhubaneswar
Friday, October 18, 2024
Homeଓଡିଶାନୀତି ଆୟୋଗ ବୈଠକରେ ମୋହନଙ୍କ ଦାବି

ନୀତି ଆୟୋଗ ବୈଠକରେ ମୋହନଙ୍କ ଦାବି

ଭୁବନେଶ୍ୱର : ନୀତି ଆୟୋଗ ବୈଠକରେ ଓଡ଼ିଶାର ଦାବି ରଖିଲେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ଦର ଭିର୍ତ୍ତିକ ଶିଳ୍ପାଞ୍ଚଳ ଦାବି । ଧାମରା ଓ ଗୋପାଳପୁର ନିକଟରେ ଶିଳ୍ପାଞ୍ଚଳ ଗଠନ ଦାବି । ଗଞ୍ଜାମରେ କେନ୍ଦ୍ର ସରକାରଙ୍କ ଜମି ରାଜ୍ୟକୁ ହସ୍ତାନ୍ତର ଦାବି । ପ୍ରାୟ ୪ ହଜାର ୩ ସହ ଜମି ହସ୍ତାନ୍ତର ପାଇଁ ଦାବି । ଭିର୍ତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଅନୁରୋଧ । ପ୍ରାକୃତିକ ଦୁର୍ବିପାକ ନିରୋଧୀ ଭିର୍ତ୍ତିଭୂମି ଗଠନରେ ସହାୟତା ଦାବି । ଆନ୍ତଃରାଜ୍ୟ ଅକ୍ଷୟ ଶକ୍ତି ପରିବହନ କରିଡର ପ୍ରସ୍ତାବ । ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଓ ଏଟିଏମ ଖୋଲିବା ଦାବି । ରାଜ୍ୟରେ ରେଳ ସଂଯୋଗ ବଢାଇବାକୁ ଦାବି । କାର୍ବନ ନିର୍ଗମର ସହାୟତା ଦାବି । ସେମି କଣ୍ଡକ୍ଟର ହବ୍  ପ୍ରତିଷ୍ଠାର ଦାବି । ଏନେଇ ଏଫଡିଆଇ ଓ ଉନ୍ନତ ମାନର ଜ୍ଞାନ କୌଶଳ ଯୋଗାଇବା ଦାବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking