27.1 C
Bhubaneswar
Thursday, April 30, 2026
Homeଓଡିଶାବଜେଟରେ ୫ ବଡ ଘୋଷଣା!

ବଜେଟରେ ୫ ବଡ ଘୋଷଣା!

ଭୁବନେଶ୍ୱର : ଆସିବ ନୂଆ ସରକାରଙ୍କର ପ୍ରଥମ ବଜେଟ୍ । କିଛି ସମୟ ପରେ ଉପସ୍ଥାପିତ ହେବ ବଜେଟ୍ । ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ୍‌ର ଆକାର ପ୍ରାୟ ୩ ଲକ୍ଷ କୋଟି ଛୁଇଁପାରେ । ବଜେଟରେ ୫ଟି ବଡ ଘୋଷଣା ନେଇ ଆକଳନ ।
୧.ସୁଭଦ୍ରା ଯୋଜନା ପାଇଁ ହୋଇପାରେ ବ୍ୟୟବରାଦ
୨.ଏଏମଏସପି ୩୧୦୦ ଟଙ୍କା ପାଇଁ ବ୍ୟୟ ବରାଦ
୩.କାଳିଆ ଯୋଜନାର ଭବିଷ୍ୟତ ନିର୍ଦ୍ଧାରଣ
୪.୩୦୦୦ ଟଙ୍କା ଭତ୍ତା ବୃଦ୍ଧି ପାଇଁ ବ୍ୟବସ୍ଥା
୫.ବିଏସକେଇ ସହ ଆୟୁଷ୍ମାନର ମିଶ୍ରଣ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking