25.1 C
Bhubaneswar
Friday, December 27, 2024
Homeଓଡିଶାଜାଣନ୍ତୁ ରେଳ ପାଇଁ ଓଡିଶାକୁ ମିଳିଲା କେତେ କୋଟି

ଜାଣନ୍ତୁ ରେଳ ପାଇଁ ଓଡିଶାକୁ ମିଳିଲା କେତେ କୋଟି

ଭୁବନେଶ୍ୱର : ଓଡିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ ଅନୁଦାନ ମିଳିଛି । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ରେଲୱେ ପାଇଁ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ମିଳିଛି । ଓଡିଶା ପାଇଁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କା । ୟୁପିଏ ତୁଳନାରେ ୧୨ ଗୁଣା ଅଧିକ ଟଙ୍କା ମିଳିଛି । ୟୁୁପିଏ ସମୟରେ ଓଡିଶାକୁ ୮ଶହ ୩୮ କୋଟି ଟଙ୍କା ମିଳୁଥିଲା । ଓଡିଶାରେ ୪୦ଟି ରେଳ ପ୍ରକଳ୍ପ କାମ ଚାଲିଛି । ପ୍ରକଳ୍ପରେ ୫୪ ହଜାର ୪୩୪ କୋଟି ଟଙ୍କା ନିବେଶ ହେବ । ଓଡିଶାରେ ଶତପ୍ରତିଶତ ବିଦ୍ୟୁତକରଣ ହୋଇଛି । ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ ଅଣ୍ଡରପାସ ନିର୍ମାଣ ହୋଇଛି । ରାଜ୍ୟର ୫୯ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking