ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ତେବେ କେଉଁ ବିଭାଗକୁ କେତେ ଟଙ୍କା ମିଳିଛି ଆସନ୍ତୁ ଜାଣିବା…
୧.ପ୍ରତିରକ୍ଷା-୪,୫୪,୭୭୩ କୋଟି
୨.ଗ୍ରାମିଣ ଉନ୍ନୟନ-୨,୬୫,୮୦୮ କୋଟି
୩.କୃଷି କ୍ଷେତ୍ର-୧,୫୧,୮୫୧ କୋଟି
୪.ଗୃହ ବିହାଗ-୧,୫୦,୯୮୩ କୋଟି
୫.ଶିକ୍ଷା କ୍ଷେତ୍ର-୧,୨୫,୬୩୮ କୋଟି
୬.ଆଇଟି ଓ ଟେଲିକମ୍-୧,୧୬,୩୪୧ କୋଟି
୭.ସ୍ୱାସ୍ଥ୍ୟ କ୍ଷେତ୍ର-୮୯,୨୮୭କୋଟି
ଶକ୍ତି କ୍ଷେତ୍ର-୬୮,୨୭୮ କୋଟି୮.ସମାଜ କଲ୍ୟାଣ-୫୬,୫୦୧ କୋଟି
୯.ବାଣିଜ୍ୟ ଏବଂ ଉଦ୍ୟୋଗ-୪୭,୫୫୯ କୋଟି