25.1 C
Bhubaneswar
Sunday, December 21, 2025
Homeଓଡିଶାବିଧାୟକ ଦଳ ବୈଠକରେ ମୋତେ ଡାକି ନାହାଁନ୍ତି : ତାରା

ବିଧାୟକ ଦଳ ବୈଠକରେ ମୋତେ ଡାକି ନାହାଁନ୍ତି : ତାରା

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ବୈଠକକୁ ନ ଆସିବା ନେଇ ତାରାଙ୍କ ପ୍ରତିକ୍ରିୟା । ବିଧାୟକ ଦଳ ବୈଠକକୁ ମୋତେ ଡକାଯାଇ ନ ଥିଲା, ଜାଣିନି କହିଲେ ତାରା । ମୋତେ କେହି ଫୋନ କରିନଥିଲେ କି କହି ନାହାନ୍ତି । ମୁଁ ଏକା ଆସି ନ ଥିଲି ଆଉ କିଏ ଆସି ନ ଥିଲେ ବୋଲି ଓଲଟା ପଚାରିଲେ ତାରା ।

କଂଗ୍ରେସ ବିଧାୟକ ଦଳ ବୈଠକ; ଆସିଲେନି ତାରା ଓ ରମେଶ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking