32.1 C
Bhubaneswar
Friday, October 18, 2024
Homeଓଡିଶାଆଇପିଏସ୍ ଆଶିଷ ସିଂଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତିି

ଆଇପିଏସ୍ ଆଶିଷ ସିଂଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତିି

ଭୁବନେଶ୍ୱର : ଆଶିଷ ସିଂଙ୍କ କ୍ଷମତାରେ ଚୋଟ । ଆଇପିଏସ୍ ଆଶିଷ ସିଂଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତିି ପ୍ରଦାନ କରାଯାଇଛି । ଗୃହ ବିଭାଗ ଓଏସ୍‌ଡି ଭାବେ ନିଯୁକ୍ତି ନେଇ  ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶିଷଙ୍କ ଉପରେ ଇସିଆଇ ନେଇଥିଲା କାର୍ଯ୍ୟାନୁଷ୍ଠାନ ।

ତେବେ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବା ସମୟରୁ ହିଁ ବିବାଦରେ ଥିଲେ ଆଇପିଏସ୍ ଆଶିଷ ସିଂ । ନିର୍ବାଚନ ସମୟରେ ସେ ବିଜେଡି ପାଇଁ କାମ କରୁଥିବା ବିଜେପି ଅଭିଯୋଗ କରିଥିଲା । ଏମିତି କି ତାଙ୍କ ଛୁଟିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଅସୁସ୍ଥତା ଦର୍ଶାଇ ସେ ଛୁଟି ନେଇଥିବାରୁ, ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆଉ ସେ ସମ୍ପୂର୍ଣ୍ଣ ଥିବା ଜାଣିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ ।

ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ହଟାଗଲା ମାଥି ଓ ଭିନୀଲଙ୍କୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking