କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଅଧାରେ ଫସିଲା ବ୍ରହ୍ମ ତାଳଧ୍ୱଜ ରଥ । ବାମ ମୋଡ ନେଲା ବ୍ରହ୍ମ ତାଳଧ୍ୱଜ ରଥ । ଶ୍ରଦ୍ଧାଳୁ ଟାଣିବା ବେଳେ ବାମ ମୋଡ ନେଇ ଅଟକିଲା ରଥ । ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ତାଳଧ୍ୱଜ ରଥ । ହାଇଡ୍ରୋଲିକ ଜ୍ୟାକ୍ ମେସିନ ସାହାଜ୍ୟରେ ଟ୍ରାକୁ ଆଣିବାକୁ ଉଦ୍ୟମ ଜାରି ରହିଛି ।