36.1 C
Bhubaneswar
Thursday, March 5, 2026
Homeଓଡିଶାଛେରା ପହଁରା ନୀତି ସମ୍ପର୍ଣ୍ଣ

ଛେରା ପହଁରା ନୀତି ସମ୍ପର୍ଣ୍ଣ

ପୁରୀ : ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତିଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ ବସି ଗଜପତି ରଥପାଖକୁ ଆସିଥିଲେ। ରାଜା ବେଶରେ ରଥ ଉପରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଥିଲେ ମହାରାଜା ଦିବ୍ୟସିଂହ ଦେବ ଓ ପରେ ସୁନା ଖଡ଼ିକା ଛେରାପହଁରା କରିଥିଲେ। ପରେ ନନ୍ଦିଷେଷ ରଥରେ ଛେରାପହଁରା କରିଥିଲେ। ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଥିଲେ ଗଜପତି । ପରେ ଚାଳମାଳ ଫିଟାଯାଇ ଘୋଡା ପନ୍ଧାଯାଇଥିଲା। ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବାପରେ ରଥଟଣା ଆରମ୍ଭ ହେବା କାର୍ଯ୍ୟ ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking