28.1 C
Bhubaneswar
Sunday, September 22, 2024
Homeଅପରାଧଛାତ୍ରୀଙ୍କୁ ଅସଦାଚରଣ; ଶିକ୍ଷକଙ୍କୁ ଜେଲ

ଛାତ୍ରୀଙ୍କୁ ଅସଦାଚରଣ; ଶିକ୍ଷକଙ୍କୁ ଜେଲ

ଭୁବନେଶ୍ୱର : ଛାତ୍ରୀଙ୍କୁ ଅସଦାଚରଣ କରି ପକ୍ସୋ କୋର୍ଟ ଦ୍ୱାରା ଜଣେ ଶିକ୍ଷକ ଦଣ୍ଡିତ ହୋଇଛନ୍ତି । ଦଣ୍ଡିତ ଶିକ୍ଷକଙ୍କ ନାମ ଗଣେଷ ଚନ୍ଦ୍ର ସାହୁ ବୋଲି ଜଣ ପଡିଛି । ତାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କାର ଦଣ୍ଡ ଘୋଷଣା କରିଛନ୍ତି ସ୍ଵତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ରଞ୍ଜନ କୁମାର ସୁତାର। ଏହି ମାମଲାରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜକୁ ଆଧାରକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ପୋଲିସର ସୂଚନାନୁସାରେ, ପ୍ରଧାନ ଗଣେଷ ଚନ୍ଦ୍ର ସାହୁ ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ସ୍କୁଲ ପରିସରରେ ପାଣି ଆଣିବାକୁ ଯାଇ ନିର୍ଯାତନା ଦେଇଥିଲେ ଏବଂ ଯଦି ସେ ଏ ବିଷୟରେ କାହାକୁ ଜଣାନ୍ତି ତେବେ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking