29.1 C
Bhubaneswar
Tuesday, October 22, 2024
Homeଓଡିଶାମିଶନ ଶକ୍ତି କର୍ମକର୍ତ୍ତାଙ୍କ ଦେୟ ବୃଦ୍ଧି

ମିଶନ ଶକ୍ତି କର୍ମକର୍ତ୍ତାଙ୍କ ଦେୟ ବୃଦ୍ଧି

ଭୁବନେଶ୍ୱର : ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ । ବୈଠକ ଦେୟକୁ ୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ଓ ବ୍ଳକସ୍ତରୀୟ କର୍ମକର୍ତ୍ତାଙ୍କ ଦେୟ ୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ୨୦୨୩ ରୁ ଅକ୍ଟୋବର ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାରେ ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା । ଏଥିରେ ବ୍ଲକସ୍ତରୀୟ , ସଂପାଦକଙ୍କୁ ୪୫୦୦ , ସଦସ୍ୟାଙ୍କୁ ମିଳିବ ୨୫୦୦ ଟଙ୍କା । ସେହିଭଳି ପଞ୍ଚାୟତସ୍ତରୀୟ ସଭାପତି , ସଂପାଦକଙ୍କୁ ୨୫୦୦ , ସଦସ୍ୟାଙ୍କୁ ମିଳିବ ୧୫୦୦ ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking