29.1 C
Bhubaneswar
Friday, October 18, 2024
Homeଓଡିଶାପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର :  ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି ।  ସରକାରଙ୍କ  ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ଆନ୍ଦୋଳନକାରୀ । ପର୍ଯ୍ୟାୟକ୍ରମେ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ଆନ୍ଦୋଳନକାରୀ । ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା ସଂଘ ପକ୍ଷରୁ ସୂଚନା ମିଳିଛି । ଗତ ୧ ମାସ ହେଲା ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିଲେ ପ୍ରାଣୀ ଚିକିତ୍ସକ ।

ବିଗ୍ ବଜେଟରେ ପ୍ରସ୍ତୁତି ଚାଲିଛି ରଣବୀରଙ୍କ ଫିଲ୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking