ଭୁବନେଶ୍ୱର : ଅଙ୍ଗଦାତାଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରଷ୍ଟ୍ରୀୟ ସମ୍ମାନର ସହ କରାଯିବ । ଅଙ୍ଗଦାତାଙଅକୁ ଉତ୍ସାହିତ ପାଇଁ ୨୦୨୦ରୁ ସୂରଜ ପୁରସ୍କାର ଘୋଷଣା ହୋଇଛି ।