29.1 C
Bhubaneswar
Tuesday, October 22, 2024
Homeଓଡିଶାଓଡିଶାରେ ପହଞ୍ଚିଲେ ରାହୁଲ ଗାନ୍ଧି

ଓଡିଶାରେ ପହଞ୍ଚିଲେ ରାହୁଲ ଗାନ୍ଧି

ଭୁବନେଶ୍ୱର : ଓଡିଶାରେ ପହଞ୍ଚିଲେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ଝାଡଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି । ବୀରମିତ୍ରପୁର ସଭାରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣ । ଓଡିଶାକୁ ଆସି ଆଜି ବହୁତ ଭଲ ଲାଗୁଛି ବୋଲି କହିଲେ ରାହୁଲ ଗାନ୍ଧି । ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ । ଭାରତକୁ ଯେଡିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ । ଆଦିବାସୀ,ଦଳିତ,କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବଦରେ ଯାତ୍ରା । ଆଗାମୀ ୩ ଦିନ ଯଏଁ ମୁଁ ଓଡିଶାରେ ରହିବି ଲୋକଙ୍କ କଥା ଶୁଣିବି ବୋଲି କହିଛନ୍ତି ରାହୁଲ ଗାନ୍ଧି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking