ପୁରୀ: ଅର୍ପଣ ରଥରୁ ସଂଗୃହିତ ଚାଉଳରେ ଉଷୁନା ଚାଉଳ ମିଶିଛି । ମାନ ନିର୍ଦ୍ଧାରଣ କମିଟିରେ ଥିବା ଦାମୋଦର ମହାସୁଆରଙ୍କ ମନ୍ତବ୍ୟ । କାଲି ଜଣା ପଡିଥିଲା, ଆଜି ଭିନ୍ନ ଭିନ୍ନ ବସ୍ତାରେ ଉଷୁନା ଥିବା ଜଣାପଡିଛି । ଉଷୁନା ଚାଉଳ ମିଶିଥିବାରୁ ଏହାକୁ ବିକି ଦିଆଯାଉ । ବଦଳରେ ଅନ୍ୟ ଚାଉଳ ଅଣାଯାଉ କହିଲେ ଦାମୋଦର ।