31.1 C
Bhubaneswar
Sunday, September 22, 2024
Homeଓଡିଶାଘାଟିରେ ଦୁର୍ଘଟଣା: ୧ ମୃତ

ଘାଟିରେ ଦୁର୍ଘଟଣା: ୧ ମୃତ

ବଣାଇ: ଗଛକୁ ପିଟିଲା ବାଇକ୍ ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଆହତ ରହିଥିବା ସୂଚନା । ଗୁରୁଣ୍ଡିଆ ଥାନା କୁଣ୍ଡେଇଡିହା ଘାଟିରେ ଗଛକୁ ପିଟିଲା ବାଇକ୍ । ଗୁରୁତର ଯୁବକଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking