29.1 C
Bhubaneswar
Saturday, September 21, 2024
Homeଓଡିଶାପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି

ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି

ଭୁବନେଶ୍ୱର: ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସବୁ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି । କେନ୍ଦ୍ର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବାକୁ କହିଲେ ସଚିବ । ଆଣ୍ଟିବାୟୋଟିକ୍ ଲେଖୁଥିଲେ ଲକ୍ଷଣ, କାରଣ, ଯୌକ୍ତିକତା ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମବଙ୍ଗରେ ଆପ୍ ଏକା ଲଢିବ : ଭଗୱନ୍ତ ମାନ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking