31.1 C
Bhubaneswar
Friday, September 20, 2024
Homeଓଡିଶାଡ୍ରାଇଭର ଆନ୍ଦୋଳନ ସ୍ଥଗିତ : କମିଶନର

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ : କମିଶନର

ଭୁବନେଶ୍ୱର : ଓଡିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ସୂଚନା । ସ୍ଥଗିତ ରହିବା ନେଇ ପରିବହନ କମିଶନରଙ୍କ ସୂଚନା । ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା । ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ପରିବହନ ବିଭାଗକୁ ସହିଯୋଗ କରି ଆନ୍ଦୋଳନ ସସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ।

ମୃତଦେହ ବାବଦରେ ପୋଲିସ ନିଷ୍ପତ୍ତି ନେବ : ହାଇଟେକ୍ ସିଇଓ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking