29.1 C
Bhubaneswar
Saturday, October 5, 2024
Homeଓଡିଶାରାଜ୍ୟପାଳଙ୍କ ୩ ଉପଦେଷ୍ଟା ନିଯୁକ୍ତ

ରାଜ୍ୟପାଳଙ୍କ ୩ ଉପଦେଷ୍ଟା ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ଦାସଙ୍କ ୩ଜଣ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସନ୍ତୋଷ କୁମାର ଶତପଥୀ ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ପ୍ରଫେସର ଶୁକ୍‌ଲା ମହାନ୍ତି ଏକାଡେମିକ ଉପଦେଷ୍ଟା ଏବଂ ସୁବ୍ରତ କୁମାର ମହାନ୍ତି ଗଣମାଧ୍ୟମ ଏବଂ ଆଇଟି ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟ ଉପଦେଷ୍ଠା ଭାବେ ନିଯୁକ୍ତି ପାଇଥିବା ଶ୍ରୀ ଶତପଥୀ ବିଶେଷକରି ଟ୍ରାଇବାଲ ଏବଂ ସାଧାରଣ ପ୍ରସଙ୍ଗ ଦାୟିତ୍ୱ ସମ୍ଭାଳିବେ । ୩ଜଣ ଉପଦେଷ୍ଠାଙ୍କୁ ମାସିକ ବେତନ ଭାବେ ପ୍ରଫେସର ଶୁକ୍‌ଲା ମହାନ୍ତି ଏବଂ ସୁବ୍ରତ କୁମାର ମହାନ୍ତିଙ୍କୁ ମାସିକ ୫୦ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ ପାଇଥିବା ଶ୍ରୀ ଶତପଥୀଙ୍କୁ ମାସିକ ୭୫ହଜାର ଟଙ୍କା ମିଳିବ ।

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking