34.1 C
Bhubaneswar
Friday, October 18, 2024
Homeଓଡିଶାଯୁବକଙ୍କ ମୃତ୍ୟୁ: ସରପଞ୍ଚ ଗିରଫ

ଯୁବକଙ୍କ ମୃତ୍ୟୁ: ସରପଞ୍ଚ ଗିରଫ

ରେଢାଖୋଲ: କାର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ମାମଲାରେ ସାହେବି ସରପଂଚ ରାମପ୍ରସାଦ ସାହୁଙ୍କ ସହ ୨ ଜଣ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ୧ ତାରିଖରେ ବାଟଗାଁ ସିରିଗିଡା ନିକଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ବାଇକରେ ଯାଉଥିବା ବେଳେ ସରପଞ୍ଚଙ୍କ କାର୍ ଧକ୍କା ଦେଇଥିଲା । ନାକଟିଦେଉଳ ଥାନାରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭୁବନେଶ୍ୱରରୁ ସରପଂଚଙ୍କୁ ଗିରଫ କଲା ପୋଲିସ ।

ଆହୁରି ୫ ଡିଗ୍ରୀ ଖସିବ ପାରଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking