ସୋର: ବାହାନଗା ବଜାରରେ ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟ୍ ହୋଇଥିବା ସୂଚନା ମିଳିଛି । ରାତିରେ ଦୁବୃର୍ତ୍ତମାନେ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଖବର ସାମ୍ନାକୁ ଆସିଛି । ଏଟିଏମ୍ରୁ କେତେ ଟଭ୍କା ଲୁଟ୍ ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ ।