31.1 C
Bhubaneswar
Friday, September 20, 2024
Homeଓଡିଶାଦିନକ ପରେ ରାଜ୍ୟରେ ଅନୁଭୂତ ହେବ ଶୀତ, ଖସିବ ପାରଦ

ଦିନକ ପରେ ରାଜ୍ୟରେ ଅନୁଭୂତ ହେବ ଶୀତ, ଖସିବ ପାରଦ

ଭୁବନେଶ୍ୱର: ଛାଡିଯାଇଛି ବର୍ଷା । ଆକାଶ ଏବେ ମେଘ ମୁକ୍ତ । ରାଜ୍ୟରେ ଧିରେ ଧିରେ ଆରମ୍ଭ ହେଲାଣି ଶୀତ । ଦିନକ ପରେ ରାଜ୍ୟରେ ଶୀତ ସମ୍ଭାବନା । ତଳମୁହାଁ ହେବ ପାରଦ । ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ କେନ୍ଦ୍ରର ସୂଚନାନୂସାରେ, ରାତିରେ ଏବେ ତାପମାତ୍ରା ୩ ରୁ ୪ ଡ୍ରିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନ ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ କମିବ ରାତ୍ରି ତାପମାତ୍ରା । ଦିନକ ପରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking